ବିସୂରିତ Bisūrita

  • ସଂ. ବି.—(ବି+ସୂର ଧାତୁ=ବଧ କରିବା+କର୍ତ୍ତୃ. ତ) — ଅନୁତାପ; ପଶ୍ଚାତ୍ତାପ — Repentance
  • ସଂ. ବି.—(ବି+ସୂର ଧାତୁ=ବଧ କରିବା+କର୍ତ୍ତୃ. ତ) — ଦୁଃଖ — Sorrow; grief