ବିସର୍ଗ Bisarga
- ସଂ. ବି. (ବି+ସୃଜ୍ ଧାତୁ=ତ୍ୟାଗ କରିବା+ଭାବ. ଅ) ବିସର୍ଜନ; ତ୍ୟାଗ — Abandonment
- ସଂ. ବି. (ବି+ସୃଜ୍ ଧାତୁ=ତ୍ୟାଗ କରିବା+ଭାବ. ଅ) ମଳୋତ୍ସର୍ଗ; ମଳ ତ୍ୟାଗ — Discharge or evacuation of the bowels
- ସଂ. ବି. (ବି+ସୃଜ୍ ଧାତୁ=ତ୍ୟାଗ କରିବା+ଭାବ. ଅ) ବିୟୋଗ — Separation
- ସଂ. ବି. (ବି+ସୃଜ୍ ଧାତୁ=ତ୍ୟାଗ କରିବା+ଭାବ. ଅ) ମୋକ୍ଷ — Emancipation
- ସଂ. ବି. (ବି+ସୃଜ୍ ଧାତୁ=ତ୍ୟାଗ କରିବା+ଭାବ. ଅ) ଦାନ — Giving away; donation
- ସଂ. ବି. (ବି+ସୃଜ୍ ଧାତୁ=ତ୍ୟାଗ କରିବା+ଭାବ. ଅ) ଦୀପ୍ତି — Splendour; light
- ସଂ. ବି. (ବି+ସୃଜ୍ ଧାତୁ=ତ୍ୟାଗ କରିବା+ଭାବ. ଅ) ପ୍ରେରଣ — Sending forth
- ସଂ. ବି. (ବି+ସୃଜ୍ ଧାତୁ=ତ୍ୟାଗ କରିବା+ଭାବ. ଅ) ଦେହରୁ ଝାଡିବା; ନିଜ ଦେହରୁ ଖସାଇବା — Shedding; dropping; emitting (Apte)
- ସଂ. ବି. (ବି+ସୃଜ୍ ଧାତୁ=ତ୍ୟାଗ କରିବା+ଭାବ. ଅ) ଅଜାଡିବା — Pouring down (Apte)
- ସଂ. ବି. (ବି+ସୃଜ୍ ଧାତୁ=ତ୍ୟାଗ କରିବା+ଭାବ. ଅ) ପ୍ରସ୍ଥାନ — Departure
- ସଂ. ବି. (ବି+ସୃଜ୍ ଧାତୁ=ତ୍ୟାଗ କରିବା+ଭାବ. ଅ) (ବି+ସୃଜ ଧାତୁ+ କର୍ମ. ଅ)— ଦକ୍ଷିଣାୟନ — The sun's course towards the south of the equator
- ସଂ. ବି. (ବି+ସୃଜ୍ ଧାତୁ=ତ୍ୟାଗ କରିବା+ଭାବ. ଅ) (+କର୍ମ. ଅ) ତ୍ୟକ୍ତ ବସ୍ତୁ — Abandoned thing