ବିସର୍ଜିତ Bisarjita

  • ସଂ. ବିଣ (ବି+ସୃଜଧାତୁ ଣିଚ+ତ) — ତ୍ୟକ୍ତ — Abandoned
  • ସଂ. ବିଣ (ବି+ସୃଜଧାତୁ ଣିଚ+ତ) — ମୁକ୍ତ — Liberated
  • ସଂ. ବିଣ (ବି+ସୃଜଧାତୁ ଣିଚ+ତ) — [ଉ— ବଇଶମ୍ପାୟନ ବୋଇଲେ ଧୃତରାଷ୍ଟ୍ର, ସୁତ ବନ୍ଧନରୁ ହୋଇଣ ବିସର୍ଜିତ। କୃଷ୍ଣସିଂହ, ମହାଭାରତ ବନ।]
  • ସଂ. ବିଣ (ବି+ସୃଜଧାତୁ ଣିଚ+ତ) — ପ୍ରଦତ୍ତ — Given away
  • ସଂ. ବିଣ (ବି+ସୃଜଧାତୁ ଣିଚ+ତ) — ପ୍ରେରିତ — Sent; despatched