ବିସରଣ Bisaraṇa

  • ସଂ. ବି. (ବି+ସୃ ଧାତୁ=ଯିବା+ଭାବ. ଅନ) — ବିସ୍ତାର — Extension
  • ସଂ. ବି. (ବି+ସୃ ଧାତୁ=ଯିବା+ଭାବ. ଅନ) — ପ୍ରବାହ — Flow
  • ସଂ. ବି. (ବି+ସୃ ଧାତୁ=ଯିବା+ଭାବ. ଅନ) — ଘଟନାର ସ୍ରୋତ — The trend of events
  • ସଂ. ବି. (ବି+ସୃ ଧାତୁ=ଯିବା+ଭାବ. ଅନ) — ଉତ୍ପତ୍ତି — Production
  • ଦେ. ବି. (ସଂ. ବିସ୍ମରଣ ପ୍ରା. ବିସ୍ସରଣ) ବିସ୍ମରଣ — Forgetting