ବିସମିଲ୍ଲା Bis-millā
- ବୈଦେ. ବି— (ଆ; ବିସ୍ମିଲ୍ଲାହ= ପରମେଶ୍ୱରଙ୍କ ନାମରେ ସ୍ତୋତ୍ର ପାଠ କରିବା) — ଆଲ୍ଲା ବା ଈଶ୍ୱରଙ୍କ ନାମ ସ୍ମରଣ — Taking the name of God
- ବୈଦେ. ବି— (ଆ; ବିସ୍ମିଲ୍ଲାହ= ପରମେଶ୍ୱରଙ୍କ ନାମରେ ସ୍ତୋତ୍ର ପାଠ କରିବା) — (ଉ—ଆଖୁନ୍ଜୀ ସାହେବ ଏହି ନୀତିଶାସ୍ତ୍ର ଅନୁସାରେ ଅଧାଅଧି ଦାଢି ଆୟତ୍ତ ପୂର୍ବକ ବିସ୍ମିଲା, ବିସ୍ମିଲା କହି ସେଦିନ ରାତିରେ କବାଟ କିଳି ରହିଲେ। ଫକୀରମୋହନ—ଛମାଣଆଠଗୁଣ୍ଠ)
- ବୈଦେ. ବି— (ଆ; ବିସ୍ମିଲ୍ଲାହ= ପରମେଶ୍ୱରଙ୍କ ନାମରେ ସ୍ତୋତ୍ର ପାଠ କରିବା) — କୌଣସି କର୍ମର ଆରମ୍ଭ — The beginning or commencing of any work
- ବୈଦେ. ଅ — ହେ ଈଶ୍ୱର ! — O God !
- ବୈଦେ. ଅ — [ଦ୍ର— ଧାର୍ମିକ ମୁସଲମାନ ବ୍ୟକ୍ତି ଅଜାଣତରେ ମନ୍ଦ କାର୍ଯ୍ୟ କଲେ ବା ଅକଥା ଭାଷା କହିଲେ କିମ୍ବା ଅଶ୍ରାବ୍ୟ କଥା ଶୁଣିଲେ ତଜ୍ଜବତ ପାପକ୍ଷାଳନ ପାଇଁ 'ବିସ୍ମିଲ୍ଲା' ଶବ୍ଦ ଉଚ୍ଚାରଣ କରନ୍ତି ଓ କୌଣସି କର୍ମ ଆରମ୍ଭ କରିବା ପୂର୍ବରୁ ମଙ୍ଗଳାଚରଣରୂପେ 'ବିସ୍ମିଲ୍ଲା' ଉଚ୍ଚାରଣ କରନ୍ତି।]