ବିସର୍ଜନ Bisarjana

  • ସଂ. ବି. (ବି+ସୃଜ ଧାତୁ=ତ୍ୟାଗ କରିବା+ଭାବ. ଅନ) — ପରିତ୍ୟାଗ — Abandoning
  • ସଂ. ବି. (ବି+ସୃଜ ଧାତୁ=ତ୍ୟାଗ କରିବା+ଭାବ. ଅନ) — ଦାନ — Giving donation
  • ସଂ. ବି. (ବି+ସୃଜ ଧାତୁ=ତ୍ୟାଗ କରିବା+ଭାବ. ଅନ) — ନିକ୍ଷେପଣ — Throwing
  • ସଂ. ବି. (ବି+ସୃଜ ଧାତୁ=ତ୍ୟାଗ କରିବା+ଭାବ. ଅନ) — ପ୍ରେରଣ — Sending
  • ସଂ. ବି. (ବି+ସୃଜ ଧାତୁ=ତ୍ୟାଗ କରିବା+ଭାବ. ଅନ) — ପୂଜା ଶେଷରେ ପ୍ରତିମାଦିକୁ ଜଳସାତ୍ କରିବା — Consignment of an image to water after its worship is over
  • ସଂ. ବି. (ବି+ସୃଜ ଧାତୁ=ତ୍ୟାଗ କରିବା+ଭାବ. ଅନ) — ପୂଜାଶେଷରେ ପୂଜାସ୍ଥାନକୁ ଆହୂତ ଦେବତାଦିଙ୍କୁ ସ୍ୱସ୍ଥାନକୁ ବାହୁଡି ଯିବାପାଇଁ ପ୍ରାର୍ଥନା (ବିପରୀତ—ଆବାହନ) — The ritual of asking a Deity (invited to attend a particular function or worship) to go back after accepting the homage rendered
  • ସଂ. ବି. (ବି+ସୃଜ ଧାତୁ=ତ୍ୟାଗ କରିବା+ଭାବ. ଅନ) — ପ୍ରାଣତ୍ୟାଗାର୍ଥ ଜଳରେ ବା ଅଗ୍ନିରେ ଆପଣାର ଶରୀରକୁ ଅର୍ପଣ; ଝାସ — Consigning one's body into water or fire; self-immolation
  • ସଂ. ବି. (ବି+ସୃଜ ଧାତୁ=ତ୍ୟାଗ କରିବା+ଭାବ. ଅନ) — ପ୍ରସ୍ଥାନ — Departure
  • ସଂ. ବି. (ବି+ସୃଜ ଧାତୁ=ତ୍ୟାଗ କରିବା+ଭାବ. ଅନ) — ସମାପ୍ତି; ଅନ୍ତ (ହି. ଶ) — Completion; finish
  • ସଂ. ବି. (ବି+ସୃଜ ଧାତୁ=ତ୍ୟାଗ କରିବା+ଭାବ. ଅନ) — ବରଖାସ୍ତି; କାର୍ଯ୍ୟଚ୍ୟୁତି — Dismissal