ବିଷ୍ଫାର Bisphāra

  • ସଂ. ବି—(ବି+ସ୍ଫାର ଧାତୁ+ ଭାବ ଅ) — ଧନୁର ଟଙ୍କାର (ହି. ଶ) — The twanging of a bow
  • ସଂ. ବି—(ବି+ସ୍ଫାର ଧାତୁ+ ଭାବ ଅ) — କମ୍ପନ — Vibration (Apte)