ବିଷ୍ଣୁଶର୍ମା Bishṇu ṡasmā
- ସଂ. ବି (ନାମ) — ସଂସ୍କୃତ ପଞ୍ଚତନ୍ତ୍ର ଓ ହିତୋପଦେଶ ନାମକ ନୀତି ଉପଦେଶପୂର୍ଣ୍ଣ ଗ୍ରନ୍ଥଦ୍ୱୟର ରଚୟିତା ପଣ୍ଡିତ — Name of the author of the Sanscrit moral tales, Pan̄chatantra and Hitopadeṡa
- ଦେ. ବି — ଉତ୍କଳସାହିତ୍ୟ ପତ୍ରିକାରେ ସମ୍ମାର୍ଜନୀ ଶୀର୍ଷକ ଧାରା— ବାହିକ ପ୍ରବନ୍ଧମାନଙ୍କର ଲେଖକ ପଣ୍ଡିତ ଶ୍ରୀ କୁଳମଣି ଦାଶଙ୍କ ଗୃହୀତ ଡାକନାମ — The pseudonym assumed by Pandit kuḻamaṇi Dāṡa in a aeries of articles named Sammārjanī in the oriya Utkal Sahitya magazine