ବିଷ୍ପର୍ଧା Bishpardhā

  • ସଂ. ବିଣ. (ବି+ସ୍ପର୍ଧଶ; 1 ମା. 1 ବ) — ସ୍ପର୍ଦ୍ଧା ବା ମତ୍ସର ବିରହିତ (ବ୍ୟକ୍ତି) (ହି. ଶ) — (a person) Free from envy or haughtiness
  • ସଂ. ବି — ସ୍ୱର୍ଗ (ହି. ଶ) — Heaven