ବିଷ୍ଫାରିତ Bishphārita
- ସଂ. ବିଣ (ବି+ସ୍ଫାରି ଧାତୁ=ଚଞ୍ଚଳ ହେବା ଇତ୍ୟାଦି +କର୍ମ. ତ) — କମ୍ପିତ — Trembling
- ସଂ. ବିଣ (ବି+ସ୍ଫାରି ଧାତୁ=ଚଞ୍ଚଳ ହେବା ଇତ୍ୟାଦି +କର୍ମ. ତ) — ସ୍ଫୁର୍ତ୍ତିଯୁକ୍ତ — Stimulated
- ସଂ. ବିଣ (ବି+ସ୍ଫାରି ଧାତୁ=ଚଞ୍ଚଳ ହେବା ଇତ୍ୟାଦି +କର୍ମ. ତ) — ବିସ୍ତାରିତ — Spread; expanded
- ସଂ. ବିଣ (ବି+ସ୍ଫାରି ଧାତୁ=ଚଞ୍ଚଳ ହେବା ଇତ୍ୟାଦି +କର୍ମ. ତ) — ପ୍ରକାଶିତ — Revealed; manifested
- ସଂ. ବିଣ (ବି+ସ୍ଫାରି ଧାତୁ=ଚଞ୍ଚଳ ହେବା ଇତ୍ୟାଦି +କର୍ମ. ତ) — ଟଙ୍କାରିତ — Twanged
- ସଂ. ବିଣ (ବି+ସ୍ଫାରି ଧାତୁ=ଚଞ୍ଚଳ ହେବା ଇତ୍ୟାଦି +କର୍ମ. ତ) — ଧ୍ୱନିତ — Sounded; resounding