ବିଶାଳ Biṡāḻa
- ସଂ. ବିଣ (ବି+ଶାଳଚ୍, କିମ୍ବା ବିଶ୍ ଧାତୁ=ପ୍ରବେଶ କରିବା +କର୍ତ୍ତୃ ଆଳ) — ଅତି ବୃହତ୍; ଖୁବ୍ ବଡ଼ — Gigantic; huge; vast
- ସଂ. ବିଣ (ବି+ଶାଳଚ୍, କିମ୍ବା ବିଶ୍ ଧାତୁ=ପ୍ରବେଶ କରିବା +କର୍ତ୍ତୃ ଆଳ) — ବିସ୍ତୃତ; ଚଉଡ଼ା; ବିସ୍ତୀର୍ଣ୍ଣ — Wide; broad; extensive
- ସଂ. ବିଣ (ବି+ଶାଳଚ୍, କିମ୍ବା ବିଶ୍ ଧାତୁ=ପ୍ରବେଶ କରିବା +କର୍ତ୍ତୃ ଆଳ) — ସୁବିଖ୍ୟାତ — Renowned; celebrated
- ସଂ. ବିଣ (ବି+ଶାଳଚ୍, କିମ୍ବା ବିଶ୍ ଧାତୁ=ପ୍ରବେଶ କରିବା +କର୍ତ୍ତୃ ଆଳ) — ଅତି ଉଦାର — Very liberal-minded
- ସଂ. ବି — ମୃଗ ବିଶେଷ — A kind of deer
- ସଂ. ବି — ପକ୍ଷିବିଶେଷ — A kind of bird
- ସଂ. ବି — ବୃକ୍ଷ ବିଶେଷ — A kind of tree
- ସଂ. ବି — ନୃପବିଶେଷ — Name of a king
- ଦେ. ବି — (ସଂ. ବିଶାଳତା) ବିସ୍ତାର — Extent
- ଦେ. ବି — (ଉ—ବିଭୂଷଣ ରତ୍ନପୁର ଶ୍ରୀନଗର, ବିଶାଳରେ କରିଅଛି ସେ ଆଦର। ଭଞ୍ଜ. ବୈଦେହୀଶବିଳାସ।)
- ଦେ. ବି — ବିଶ୍ୱାଳ (ଦେଖ) — Biṡwāḻa (See)