ବିଶାବଳି ପାଇବା Biṡābaḻi pāibā

  • ଦେ. କ୍ରି — ଦେବୀଙ୍କ ନିକଟରେ ବଳିରୂପେ ହତ ହେବା — To be slaughtered as a victim to a Goddess
  • ଦେ. କ୍ରି — ହତ ହେବା — To be killed
  • ଦେ. କ୍ରି — ଖୁବ୍ ମାଡ଼ ଖାଇବା — To be beaten excessively