ବିଶାରଦା Biṡāradā

  • ସଂ. ବି. ସ୍ତ୍ରୀ — କ୍ଷୁଦ୍ର ଦୁରାଲଭା (କଣ୍ଟକୀ ଗୁଳ୍ମ) — Alhagi Mourorum (thorny plant)
  • ସଂ. ବିଣ. ସ୍ତ୍ରୀ (ବିଶାରଦ+ଆ) — ବିଶାରଦର ସ୍ତ୍ରୀଲିଙ୍ଗ — Feminine of Biṡārada