ବିଶାରଦ Biṡārada
- ସଂ. ବିଣ. ପୁଂ. (ବିଶାଳ=ବୃହତ୍+ଦା ଧାତୁ=ଦାନ କରିବା +କର୍ତ୍ତୃ ଅ; ଳ ସ୍ଥାନରେ ର) — ଦକ୍ଷ; ନିପୁଣ; ଚତୁର — Clever; expert; skilful; capable
- ସଂ. ବିଣ. ପୁଂ. (ବିଶାଳ=ବୃହତ୍+ଦା ଧାତୁ=ଦାନ କରିବା +କର୍ତ୍ତୃ ଅ; ଳ ସ୍ଥାନରେ ର) — ପାରଙ୍ଗମ; କୌଣସି ବିଦ୍ୟାରେ ପ୍ରବୀଣ ବା ପଣ୍ଡିତ — Versed in any branch of learing
- ସଂ. ବିଣ. ପୁଂ. (ବିଶାଳ=ବୃହତ୍+ଦା ଧାତୁ=ଦାନ କରିବା +କର୍ତ୍ତୃ ଅ; ଳ ସ୍ଥାନରେ ର) — ପଣ୍ଡିତ; ବିଦ୍ୱାନ — Learned; wise
- ସଂ. ବିଣ. ପୁଂ. (ବିଶାଳ=ବୃହତ୍+ଦା ଧାତୁ=ଦାନ କରିବା +କର୍ତ୍ତୃ ଅ; ଳ ସ୍ଥାନରେ ର) — ପ୍ରସିଦ୍ଧ; ବିଖ୍ୟାତ — Famous; celebrated
- ସଂ. ବିଣ. ପୁଂ. (ବିଶାଳ=ବୃହତ୍+ଦା ଧାତୁ=ଦାନ କରିବା +କର୍ତ୍ତୃ ଅ; ଳ ସ୍ଥାନରେ ର) — ଶ୍ରେଷ୍ଠ — Chief; superior
- ସଂ. ବିଣ. ପୁଂ. (ବିଶାଳ=ବୃହତ୍+ଦା ଧାତୁ=ଦାନ କରିବା +କର୍ତ୍ତୃ ଅ; ଳ ସ୍ଥାନରେ ର) — ବିସ୍ତୃତ — Extended
- ସଂ. ବିଣ. ପୁଂ. (ବିଶାଳ=ବୃହତ୍+ଦା ଧାତୁ=ଦାନ କରିବା +କର୍ତ୍ତୃ ଅ; ଳ ସ୍ଥାନରେ ର) — ଗର୍ବିତ — Proud; vainglorious
- ସଂ. ବିଣ. ପୁଂ. (ବିଶାଳ=ବୃହତ୍+ଦା ଧାତୁ=ଦାନ କରିବା +କର୍ତ୍ତୃ ଅ; ଳ ସ୍ଥାନରେ ର) — ନିଜର କ୍ଷମତା ବା ବଳ ଉପରେ ଆସ୍ଥାବାନ୍ — Confident of one's power or strength
- ସଂ. ବି — ବକୁଳ ବୃକ୍ଷ — Mimusops Elengi (tree)
- ଦେ. ବିଣ — ବିଶାଳକାୟ, ପ୍ରକାଣ୍ଡ — Gigantic
- ଦେ. ବିଣ — (ଉ—ବିଶାରଦ ମହାଦ୍ରୁମ, ଅଗ୍ରତେ ଯେମନ୍ତ ଦ୍ରୁମ, ତଥା ଅପୂର୍ବ ସଂଗ୍ରାମ, ଶ୍ରୀରାମ ରତେ। ଭଞ୍ଜ. ବୈଦେହୀଶବିଳାସ।)