ବିଲ୍ Bil
- ବୈଦେ. ବି (ଇଂ. ବିଲ୍) — ପ୍ରାପ୍ୟ ଟଙ୍କାର ଦାବୀ—ତାଲିକା; ପ୍ରାପ୍ୟ ଟଙ୍କା ପାଇବା ନିମନ୍ତେ ଯେଉଁ ପତ୍ର ଦାବୀଦାର୍ ଦାଖଲ କରେ — A bill drawn up for payment of one's dues
- ବୈଦେ. ବି (ଇଂ. ବିଲ୍) — ବ୍ଯବସ୍ଥାପକ ସଭାରେ ପ୍ରସ୍ତାବ କରାଯିବା ଆଇନ୍ର ପାଣ୍ଡୁଲିପି — A bill put up before a legislative council for being passed into law