ବିଲ୍ ପାସ୍ Bil pās
- ବୈଦେ. ବି (ଇଂ. ବିଲ୍+ପାସ୍) — ବିଲ୍ରେ ଯେଉଁ ଟଙ୍କା ଦାବୀ କରାଯାଇଥାଏ, ତାହା ଦାବୀଦାରକୁ ଦିଆଯିବା ନିମନ୍ତେ ମଞ୍ଜୁର — Passing or sanctioning of a bill for payment
- ବୈଦେ. ବି (ଇଂ. ବିଲ୍+ପାସ୍) — ବ୍ଯବସ୍ଥାପକ ସଭାରେ ପ୍ରସ୍ତାବିତ ଆଇନ୍ର ପାଣ୍ଡୁଲିପି ଆଇନ୍ରୂପେ ଗୃହୀତ ହେବା — The passage of a legislative bill into law