ବିଲୋଳିତ Biloḻita

  • ସଂ. ବିଣ (ବି+ଲୁଳ୍ ଧାତୁ+କର୍ତ୍ତୃ. ତ) — ଲମ୍ବିତ — Hanging
  • ସଂ. ବିଣ (ବି+ଲୁଳ୍ ଧାତୁ+କର୍ତ୍ତୃ. ତ) — ଆଲୁଳାୟିତ — Waving; dishevelled