ବିଲୋଳ Biloḻa

  • ସଂ. ବିଣ. ପୁଂ (ବି+ଲୁଳ୍ ଧାତୁ=ଚଞ୍ଚଳ ହେବା+କର୍ତ୍ତୃ. ଅ) — ଚଞ୍ଚଳ; ଚପଳ — Quick; fickle; rest-less
  • ସଂ. ବିଣ. ପୁଂ (ବି+ଲୁଳ୍ ଧାତୁ=ଚଞ୍ଚଳ ହେବା+କର୍ତ୍ତୃ. ଅ) — କମ୍ପମାନ — Quivering; shivering