ବିଲୋମଲୋମ Bilomaloma
- ଦେ. ବି — ଓଲଟାପାଲଟା — Topsy-turvy
- ଦେ. ବି — (ଉ—ବିଲୋମ ଲୋମ ବର୍ଣ୍ଣସ୍ତୋମ ଏ କାମଦରକୁ କରତା ତାରକ—ଭଞ୍ଜ. ବୈଦେହୀଶବିଳାସ।)
- ଦେ. ବି — ଛନ୍ଦୋ— ବିଶେଷ; ଲୋମବିଲୋମ (ଦେଖ) — Lomabiloma (See)
- ଦେ. ବି — ଘୋଷରାଘୋଷରି — Mutual dragging
- ଦେ. ବି — (ଉ—ବିଲୋମଲୋମ ଗତାଗତ ବଶେ, ବିରାଧ ବଧ ଖ୍ୟାତି କ୍ରୋଶେ—ଭଞ୍ଜ. ବୈଦେହୀଶବିଳାସ।)