ବିଲେପୀ Bilepī

  • ସଂ. ବି. (ବୈଦ୍ୟକ) — ତଣ୍ଡୁଳର ଚାରି ଗୁଣ ଜଳରେ ତଣ୍ଡୁଳ ସିଦ୍ଧ କରି ଯେଉଁ ଯବାଗୁ ପ୍ରସ୍ତୁତ କରାଯାଏ (ଦ୍ରବ୍ୟ— ଗୁଣ. କଳ୍ପଦ୍ରୁମ) — A gruel prepared by boiling rice with 4 times its quantity of water
  • ସଂ. ବି. (ବୈଦ୍ୟକ) — ଜ୍ୱରବିଶେଷ — Hectic fever
  • ସଂ. ବି. (ବୈଦ୍ୟକ) — ଭାତର ପେଜ — The skimmings of boiled rice