ବିଲେପନୀ Bilepanī

  • ସଂ. ବି. ସ୍ତ୍ରୀ (ବିଲେପନ+ସ୍ତ୍ରୀ. ଈ) — ସୁବେଶା ସ୍ତ୍ରୀ — A nicely dressed lady
  • ସଂ. ବି. ସ୍ତ୍ରୀ (ବିଲେପନ+ସ୍ତ୍ରୀ. ଈ) — ଭାତର ପେଜ — The skimming of boiled rice