ବିଲେପ Bilepa
- ସଂ. ବି—(ବି+ଲିପ୍ ଧାତୁ=ଲେପନ କରିବା+କରଣ. ଅ) — ଲେପିବା ଦ୍ରବ୍ୟ; ପ୍ରଲେପ ଦ୍ରବ୍ୟ — A Plaster
- ସଂ. ବି—(ବି+ଲିପ୍ ଧାତୁ=ଲେପନ କରିବା+କରଣ. ଅ) — ମଲମ — Ointment
- ସଂ. ବି—(ବି+ଲିପ୍ ଧାତୁ=ଲେପନ କରିବା+କରଣ. ଅ) — (...+ଭାବ. ଅ) ବୋଳିବା — 2. Besmearing; anointing
- ସଂ. ବି—(ବି+ଲିପ୍ ଧାତୁ=ଲେପନ କରିବା+କରଣ. ଅ) — ଘୃଷ୍ଟ ଚନ୍ଦନ — Sandal paste
- ସଂ. ବି—(ବି+ଲିପ୍ ଧାତୁ=ଲେପନ କରିବା+କରଣ. ଅ) — (...+କର୍ମ. ଅ) ଭାତର ପେଜ — The skimmings of boiled rice