ବିଲୋକନୀୟ Bilokanīya

  • ସଂ. ବିଣ—(ବି+ଲୋକ୍+ଦେଖିବା+କର୍ମ. ଅନୀୟ) — ଦର୍ଶନୀୟ — Visible; perceptible
  • ସଂ. ବିଣ—(ବି+ଲୋକ୍+ଦେଖିବା+କର୍ମ. ଅନୀୟ) — ସୁଦୃଶ୍ୟ — Graceful; beautiful