ବିଲାଶ୍ Bilāṡ

  • ପ୍ରାଦେ (ସମ୍ବଲପୁର)—ବିଣ ଓ ଅ — ଆଦୌ; ବିଲକୁଲ; ମୋଟେ — At all; completely
  • ପ୍ରାଦେ (ସମ୍ବଲପୁର)—ବିଣ ଓ ଅ — ଅଲ୍ବତ; ନିଶ୍ଚୟ — Certainly; perforce