ବିଲିଖନ Bilikhana
- ସଂ. ବି (ବି+ଲଖ୍ ଧାତୁ=ଲେଖିବା+ଭାବ. ଅନ) — ଲେଖିବା; ଲେଖା — Writing
- ସଂ. ବି (ବି+ଲଖ୍ ଧାତୁ=ଲେଖିବା+ଭାବ. ଅନ) — ଚିରିବା; ବିଦାରଣ — Tearing; splitting
- ସଂ. ବି (ବି+ଲଖ୍ ଧାତୁ=ଲେଖିବା+ଭାବ. ଅନ) — ନଖ ଆଦି ଦ୍ୱାରା ରାମ୍ପୁଡ଼ା — Scratching
- ସଂ. ବି (ବି+ଲଖ୍ ଧାତୁ=ଲେଖିବା+ଭାବ. ଅନ) — ଖନନ — Digging; delving
- ସଂ. ବି (ବି+ଲଖ୍ ଧାତୁ=ଲେଖିବା+ଭାବ. ଅନ) — ବିଭାଗ— କରଣ — Dividing
- ସଂ. ବି (ବି+ଲଖ୍ ଧାତୁ=ଲେଖିବା+ଭାବ. ଅନ) — କର୍ଷଣ — Ploughing
- ସଂ. ବି (ବି+ଲଖ୍ ଧାତୁ=ଲେଖିବା+ଭାବ. ଅନ) — ମୂଳୋତ୍ପାଟନ — Uprooting