ବିଲାଳ Bilāḻa

  • ସଂ. ବି—(ବି+ଲଳ୍ ଧାତୁ=ପାଇବାକୁ ଇଚ୍ଛା କରିବା+କର୍ତ୍ତୃ. ଅ) — ଯନ୍ତ୍ର; କଳ — Machine
  • ସଂ. ବି—(ବି+ଲଳ୍ ଧାତୁ=ପାଇବାକୁ ଇଚ୍ଛା କରିବା+କର୍ତ୍ତୃ. ଅ) — ବିରାଡ଼ି; ମାର୍ଜ୍ଜାର — Cat