ବିଲ ଘଷି Bila ghashi

  • ଦେ. ବି — ପଡ଼ିଆରେ ବା ବିଲରେ ଚରୁଥିବା ଗୋରୁ— ଗାଈଙ୍କ କର୍ତ୍ତୃକ ତ୍ୟକ୍ତ ଶୁଷ୍କ ଗୋମୟ — The dried cowdung left in the pasturage or fields by the grazing
  • ଦେ. ବି — (ବ୍ୟାଙ୍ଗ ପ୍ରୟୋଗ) ଗୁହପଡ଼ିଆରେ ପଡ଼ିଥିବା ଶୁକୁ଼ଟୀ ଗୁହ — (ironical) Dry flakes of excrements left in the village common easing ground