ବିଲ ନାଛ Bila nāchha
- ଦେ. ବି (ସଂ. ଛିକ୍କଣୀ) — ସୋମରାଜ୍ୟଦି ବର୍ଗର ବର୍ଷାୟୁ ଲୋମଶ କ୍ଷୁଦ୍ର ଶାକବିଶେଷ — Centipeda Orbicularis
- ଦେ. ବି (ସଂ. ଛିକ୍କଣୀ) — [ଦ୍ର—ଏହା ଶୀତ— କାଳରେ ଧାନବିଲରେ ଉଠେ। ପତ୍ର ଦନ୍ତୁର। ଫୁଲ ହଳଦିଆ ରେଣୁବିଶିଷ୍ଟ ଓ ଗୋଳକ। ଏହାର ଫୁଲକୁ ମଳି କରି ଶୁଙ୍ଘିଲେ ଖୁବ୍ ଛିଙ୍କ ହୁଏ।]