ବିର୍ହୁତ୍ Birhut

  • ଦେ. ବି — ଓଡ଼ିଶା ଗଡ଼ଜାତମାନଙ୍କରେ ବାସ କରୁଥିବା ଅନାର୍ଯ୍ୟ ଜାତି ବିଶେଷ — A non-aryan caste residing in the Oriya states
  • ଦେ. ବି — ବିର୍ହୁତ ଜାତିର କଥିତ ଭାଷା — The language spoken by the Birhuts