ବିଲ Bila

  • ଦେ. ବି. (ସଂ. ବିଲ୍ଲ; ତା, ବିଲୈ) — ଶସ୍ୟ କ୍ଷେତ୍ର — A field for raising any crop
  • ଦେ. ବି. (ସଂ. ବିଲ୍ଲ; ତା, ବିଲୈ) — (ଉ—ଦକ୍ଷିଣାୟନ ହୋଇ ମହୀକି ଆସିଲେ, ବିଲ କିଆରିଙ୍କ ସଙ୍ଗତରେ ମିଶିଲେ। କୃଷ୍ଣସିଂହ. ମହାଭାରତ. ବନ।)
  • ଦେ. ବି. (ସଂ. ବିଲ୍ଲ; ତା, ବିଲୈ) — [ଦ୍ର—ବଙ୍ଗଳା ଭାଷାରେ ବିସ୍ତୃତ ଜଳାଭୂମିକୁ ମଧ୍ୟ ବିଲ ବୋଲା— ଯାଏ; ହିନ୍ଦୀରେ ନିମ୍ନ ଓ ଜଳମୟ ଭୂମିକୁ ବିଲ ବୋଲା ଯାଏ।]
  • ପ୍ରାଦେ. (ଗଞ୍ଜାମ) ବି — ଶସ୍ୟାଦିର ମାପ ବିଶେଷ — A particular measure of corn
  • ପ୍ରାଦେ. (ଗଞ୍ଜାମ) ବି — [ଦ୍ର—ଏକ ବିଲ= 4 ଭରଣ 15 ନଉତି।]) — [ଦ୍ର—ଏକ ବିଲ=4ଭରଣ15ନଉତି])