ବିରିଣା Biriṇā

  • ଦେ. ବିଣ.—[ଫା. ବେରୁନା=ବାହାରର; ଫା. ବେଗାନା] — ପର; ଅନାତ୍ମୀୟ [ବ୍ୟକ୍ତି] — Not related to one's self
  • ଦେ. ବିଣ.—[ଫା. ବେରୁନା=ବାହାରର; ଫା. ବେଗାନା] — ନିଃସମ୍ପର୍କୀୟ [ଲୋକ] — Having no connection; unconnected
  • ଦେ. ବିଣ.—[ଫା. ବେରୁନା=ବାହାରର; ଫା. ବେଗାନା] — ଅନ୍ୟ ବ୍ୟକ୍ତିର — Belonging to another person
  • ଦେ. ବି — ଅନ୍ୟ ବ୍ୟକ୍ତି — Another person
  • ଦେ. ବି — ନିଃସମ୍ପର୍କୀୟ ବ୍ୟକ୍ତି — An outsider; stranger