ବିରିଞ୍ଚି Birin̄n̄chi

  • ସଂ. ବି [ବି=ବିବିଧ (ପ୍ରାଣୀ)+ରଚ୍ ଧାତୁ= ସୃଷ୍ଟି କରିବା+କର୍ତ୍ତୃ. ଅ; ନିପାତନ] — ବ୍ରହ୍ମା — Brahmā
  • ସଂ. ବି [ବି=ବିବିଧ (ପ୍ରାଣୀ)+ରଚ୍ ଧାତୁ= ସୃଷ୍ଟି କରିବା+କର୍ତ୍ତୃ. ଅ; ନିପାତନ] — ବିଷ୍ଣୁ — Bishṇu
  • ସଂ. ବି [ବି=ବିବିଧ (ପ୍ରାଣୀ)+ରଚ୍ ଧାତୁ= ସୃଷ୍ଟି କରିବା+କର୍ତ୍ତୃ. ଅ; ନିପାତନ] — ଶିବ — Ṡiba