ବିରିଜେଈ Birijeī

  • ଗ୍ରା. ବି (ନାମ) — ବାଣପୁରର ପ୍ରାଚୀନ ରାଜଧାନୀ ବଙ୍କାଡ଼ରେ ଥିବା ଦେବୀ ମୂର୍ତ୍ତି — Name of an image of Goddess in Bāṇapur in Puri District
  • ଗ୍ରା. ବି (ନାମ) — [ଦ୍ର—ଏହାଙ୍କର ବାହାନ—ବାଘ, ଏ ସ୍ଥାନରେ ମଧ୍ୟ ବହୁତ ବାଘ ଦେଖାଯାଆନ୍ତି।]
  • ଗ୍ରା. ବି (ନାମ) — ବିରଜା (ଦେଖ) — Birijā (See)