ବିରିସେଇବା Biriseibā
- ଗ୍ରା. କ୍ରି (ସଂ. ବିରସ) — ବିରକ୍ତ ହେବା; ଅନୁରାଗ— ରହିତ ହେବା — To be displeased or vexed with a person
- ଗ୍ରା. କ୍ରି (ସଂ. ବିରସ) — (ଉ—ତା ମନ ୟା ଠେଇଁ ବିରିସେଇଗଲା। କୁନ୍ତଳାକୁମାରୀ. ନଅତୁଣ୍ଡୀ।)
- ଗ୍ରା. କ୍ରି (ସଂ. ବିରସ) — ଏକ ବ୍ୟକ୍ତିର ମନକୁ ଅନ୍ୟ ବ୍ୟକ୍ତି ପ୍ରତି ଅପ୍ରସନ୍ନ କରାଇବା — To cause a person to be estranged from another