ବିରାଦର Birādara
- ବୈଦେ. ବି (ଫା. ବିରାଦର୍, ତୁଳ, ଇଂ ବ୍ରଦର୍; ଲାଟୀନ୍, ଫ୍ରାଟର୍ ଗ୍ରୀକ୍. ଫ୍ରାତର୍) — ଭାଇଆ; କୁଟୁମ୍ବୀ ବ୍ୟକ୍ତି — An agnatic relation
- ବୈଦେ. ବି (ଫା. ବିରାଦର୍, ତୁଳ, ଇଂ ବ୍ରଦର୍; ଲାଟୀନ୍, ଫ୍ରାଟର୍ ଗ୍ରୀକ୍. ଫ୍ରାତର୍) — ଦୂର ସମ୍ପର୍କୀୟ କୁଟୁମ୍ବୀ — Distant agnate
- ବୈଦେ. ବି (ଫା. ବିରାଦର୍, ତୁଳ, ଇଂ ବ୍ରଦର୍; ଲାଟୀନ୍, ଫ୍ରାଟର୍ ଗ୍ରୀକ୍. ଫ୍ରାତର୍) — କୌଣସି ଅଫିସ୍ ବା କାରଖାନାରେ ସର୍ଦ୍ଦାରଙ୍କ ଅଧୀନରେ କାର୍ଯ୍ୟ କରୁଥିବା ବ୍ୟକ୍ତିଗଣ — Subordinates working under the headman in an office or workshop
- ବୈଦେ. ବି (ଫା. ବିରାଦର୍, ତୁଳ, ଇଂ ବ୍ରଦର୍; ଲାଟୀନ୍, ଫ୍ରାଟର୍ ଗ୍ରୀକ୍. ଫ୍ରାତର୍) — ରାଜବଂଶୀୟ ଓ ରାଜାଙ୍କର କୁଟୁମ୍ବୀ ବ୍ୟକ୍ତି — An agnate of a Raja's family
- ବୈଦେ. ବି (ଫା. ବିରାଦର୍, ତୁଳ, ଇଂ ବ୍ରଦର୍; ଲାଟୀନ୍, ଫ୍ରାଟର୍ ଗ୍ରୀକ୍. ଫ୍ରାତର୍) — ଏକଜାତି ବା ଏକ ସମାଜର ଅନ୍ତର୍ଭୁକ୍ତ ବ୍ୟକ୍ତିମାନେ — Members of the same caste or social group