ବିରାଡ଼ିଆଖିଆ Birāṟḍ̠i ākhiā

  • ଦେ. ବିଣ. ପୁଂ — ବିରାଡ଼ିର ଚକ୍ଷୁପରି ଚକ୍ଷୁବିଶିଷ୍ଟ; ଚିଲାଆଖିଆ — Cat-eyed; grey-eyed
  • ଦେ. ବିଣ. ପୁଂ — ବିରାଡ଼ିର ଦୃଷ୍ଟିପରି ତୀକ୍ଷ୍ଣ ଦୃଷ୍ଟିଶକ୍ତିବିଶିଷ୍ଟ — Sharp-eyed like the cat