ବିରାଡ଼ିପରି ଗାଉଁ ଗାଉଁ ହେବା Birāṟḍ̠ipari gāuñ gāuñhebā
- ଦେ. କ୍ରି — (ବିରାଡ଼ି କୌଣସି ଖାଦ୍ୟ ଦ୍ରବ୍ୟ ଖାଇବାବେଳେ, କାଳେ ଅନ୍ୟ ବିରାଡ଼ି ତାହା ନେଇ ଯିବ, ଏଥିପାଇଁ ଗାଉଁ ଗାଉଁ ଶବ୍ଦ କରେ) ବିରାଡ଼ି ପରି ଅବ୍ୟକ୍ତ ଅସନ୍ତୋଷସୂଚକ ଧ୍ୱନି ପ୍ରକାଶ କରିବା — To grumble (like the cat while eating)