ବିରାଦ୍ଧା Birāddhā
- ସଂ. ବିଣ. ପୁଂ (ବି+ରାଧ୍ ଧାତୁ=ଅପକାର କରିବା ଇତ୍ୟାଦି +କର୍ତ୍ତୃ ତୃ; ବିରାଦ୍ଧୃ ଶବ୍ଦର 1 ମା. 1 ବ) — ଅପମାନ କାରକ — Insulting
- ସଂ. ବିଣ. ପୁଂ (ବି+ରାଧ୍ ଧାତୁ=ଅପକାର କରିବା ଇତ୍ୟାଦି +କର୍ତ୍ତୃ ତୃ; ବିରାଦ୍ଧୃ ଶବ୍ଦର 1 ମା. 1 ବ) — ଉତ୍ପୀଡ଼କ — Oppressive
- ସଂ. ବିଣ. ପୁଂ (ବି+ରାଧ୍ ଧାତୁ=ଅପକାର କରିବା ଇତ୍ୟାଦି +କର୍ତ୍ତୃ ତୃ; ବିରାଦ୍ଧୃ ଶବ୍ଦର 1 ମା. 1 ବ) — ଅପକାରକ — Injurious
- ସଂ. ବିଣ. ସ୍ତ୍ରୀ — ବିରାଦ୍ଧର ସ୍ତ୍ରୀଲିଙ୍ଗ — Feminine of Birāddha