ବିରହିତ Birahita

  • ସଂ. ବିଣ—(ବିରହ+ଇତ) — ବିହୀନ; ରହିତ — Bereft
  • ସଂ. ବିଣ—(ବିରହ+ଇତ) — ବିଚ୍ଛେଦପ୍ରାପ୍ତ — Separated; left alone
  • ସଂ. ବିଣ—(ବିରହ+ଇତ) — ପରିତ୍ୟକ୍ତ — Forsaken; deserted; relinquished