ବିରହ Biraha
- ସଂ. ବି (ବି+ରହ୍ ଧାତୁ=ତ୍ୟାଗ କରିବା+ଭାବ. ଅ) — ବିଚ୍ଛେଦ — Separation
- ସଂ. ବି (ବି+ରହ୍ ଧାତୁ=ତ୍ୟାଗ କରିବା+ଭାବ. ଅ) — ବିୟୋଗ — Bereavement
- ସଂ. ବି (ବି+ରହ୍ ଧାତୁ=ତ୍ୟାଗ କରିବା+ଭାବ. ଅ) — ପ୍ରେମିକ ପ୍ରେମିକାଙ୍କର ପରସ୍ପରଠାରୁ ଅନ୍ତରରେ ରହିବା ବା ଅନୁପସ୍ଥିତି — Separation between lovers
- ସଂ. ବି (ବି+ରହ୍ ଧାତୁ=ତ୍ୟାଗ କରିବା+ଭାବ. ଅ) — ତ୍ୟାଗ — Relinquishment; abandonment
- ସଂ. ବି (ବି+ରହ୍ ଧାତୁ=ତ୍ୟାଗ କରିବା+ଭାବ. ଅ) — ଅଭାବ — Want
- ସଂ. ବି (ବି+ରହ୍ ଧାତୁ=ତ୍ୟାଗ କରିବା+ଭାବ. ଅ) — ଶୃଙ୍ଗାର ରସରେ ବିରହୀ ବ୍ୟକ୍ତିର ଅବସ୍ଥା ବିଶେଷ — The state of mind and body of a separated lover during the progress of love
- ସଂ. ବି (ବି+ରହ୍ ଧାତୁ=ତ୍ୟାଗ କରିବା+ଭାବ. ଅ) — ନ ଘଟିବା ଅବସ୍ଥା — Case of a thing not happening or coming to pass
- ସଂ. ବି (ବି+ରହ୍ ଧାତୁ=ତ୍ୟାଗ କରିବା+ଭାବ. ଅ) — [ଉ—ଘଟନା ବିରହରେ, ଅବଶ୍ୟ ତ ଜହରେ, ତୋ ଘେନି ଆତ୍ମଘାତୀ ହୋଇଲୁରେ। କବିସୂର୍ଯ୍ୟ. କିଶୋରୀଚମ୍ପୂଘ ଗୀତ।]