ବିରହ ଦଶା Biraha daṡā
- ସଂ. ବି — ବିଚ୍ଛେଦ ଘଟିବା ଯୋଗୁଁ ପ୍ରେମିକ ପ୍ରେମିକା— ଙ୍କଠାରେ ଲକ୍ଷିତ କ୍ରମିକ ବିଭିନ୍ନ ଅବସ୍ଥା — The different stage which separated lovers pass successively through
- ସଂ. ବି — [ଦ୍ର—ଏହା ଦଶବିଧି—ଅଭିଳାଷ, ଚିନ୍ତା; ସ୍ମୃତି, ଗୁଣ କଥନ, ଉଦ୍ବେଗ, ସମ୍ପ୍ରଳାପ, ଉନ୍ମାଦକ, ବ୍ୟାଧି, ଜଡ଼ତା ଓ ଶେଷକୁ ମୃତ୍ୟୂ।]