ବିମୋହନ Bimohana

  • ସଂ. ବି—(ବି+ମୃହ୍ ଧାତୁ ଣିଚ୍+ଭାବ. ଅନ) — ମୁଗ୍ଧ କରିବା; ମୋହ ଜନ୍ମାଇବା; ଭୁଲାଇବା — Fascinating; infatuating
  • ସଂ. ବି—(ବି+ମୃହ୍ ଧାତୁ ଣିଚ୍+ଭାବ. ଅନ) — ଜଡ଼ତା ଉତ୍ପାଦନ — Stupefying
  • ସଂ. ବିଣ. ପୁଂ—(+ କର୍ତ୍ତୃ. ଅନ) ମୋହ— ଜନକ — Fascinating
  • ସଂ. ବିଣ. ପୁଂ—(+ କର୍ତ୍ତୃ. ଅନ) [ଉ—ବିମୋହନ କାମନା ବିଳାସ, ଟାଣେ ମନ ମାୟା ଯନ୍ତ୍ରେ, ଭୁଲାଏ କପଟ ମନ୍ତ୍ରେ। ମଧୁସୂଦନ ଜୀବନଚିନ୍ତା।]
  • ସଂ. ବିଣ. ପୁଂ—(+ କର୍ତ୍ତୃ. ଅନ) ଜଡ଼ତା ଉତ୍ପାଦକ — Stupefying