ବିମ୍ Bim

  • ବୈଦେ. ବି (ଇଂ. ବୀମ୍) — କୋଠାର ବା ଜାହାଜର କଢ଼ି — Beam of a building or ship
  • ବୈଦେ. ବି (ଇଂ. ବୀମ୍) — ଗାଡ଼ିର ବମ୍ — The pole of a carriage