ବିମୋହିତ Bimohita
- ସଂ. ବିଣ. ପୁଂ—(ବି+ମୂହ୍ ଧାତୁ ଣିଚ୍ ମୋହି ଧାତୁ +କର୍ମ. ତ) — ମୋହପ୍ରାପିତ; ମୁଗ୍ଧ — Fascinated; charmed; stupefied
- ସଂ. ବିଣ. ପୁଂ—(ବି+ମୂହ୍ ଧାତୁ ଣିଚ୍ ମୋହି ଧାତୁ +କର୍ମ. ତ) — ମୂର୍ଚ୍ଛିତ — Swooned; fainted
- ସଂ. ବିଣ. ପୁଂ—(ବି+ମୂହ୍ ଧାତୁ ଣିଚ୍ ମୋହି ଧାତୁ +କର୍ମ. ତ) — ହିତାହିତ ଜ୍ଞାନ ରହିତ — Bereft of discrimination
- ସଂ. ବିଣ. ପୁଂ—(ବି+ମୂହ୍ ଧାତୁ ଣିଚ୍ ମୋହି ଧାତୁ +କର୍ମ. ତ) — ଅଚେତା — Senseless