ବିମୋକ୍ଷ Bimoksha

  • ସଂ. ବି. (ବି+ମୋକ୍ଷ୍ ଧାତୁ=ମୁକ୍ତ ହେବା+ଭାବ. ଅ) — ପରିତ୍ରାଣ; ମୁକ୍ତି — Redemption; deliverance; salvation
  • ସଂ. ବି. (ବି+ମୋକ୍ଷ୍ ଧାତୁ=ମୁକ୍ତ ହେବା+ଭାବ. ଅ) — ବନ୍ଧନମୋଚନ — Release from confinement
  • ସଂ. ବି. (ବି+ମୋକ୍ଷ୍ ଧାତୁ=ମୁକ୍ତ ହେବା+ଭାବ. ଅ) — ସୂର୍ଯ୍ୟର ବା ଚନ୍ଦ୍ରର ଗ୍ରହଣରୁ ମୋକ୍ଷ — The sun's or moon's release from eclipse
  • ସଂ. ବି. (ବି+ମୋକ୍ଷ୍ ଧାତୁ=ମୁକ୍ତ ହେବା+ଭାବ. ଅ) — ହାତରୁ ଫିଙ୍ଗିବା — Throwing