ବିମାର୍ଗ Bimārga
- ସଂ. ବି. (ବି=ଅସତ୍+ମାର୍ଗ=ପଥ) — ଅସଦା— କରଣ; ଅସତ୍ପଥ — Bad conduct; evil ways
- ସଂ. ବି. (ବି=ଅସତ୍+ମାର୍ଗ=ପଥ) — କଦାଚାର — Wickedness
- ସଂ. ବି. (ବି=ଅସତ୍+ମାର୍ଗ=ପଥ) — କୁପଥ — Bad road
- ସଂ. ବି. (ବି=ଅସତ୍+ମାର୍ଗ=ପଥ) — ନିଷିଦ୍ଧ କର୍ମ — Forbidden acts
- ସଂ. ବି. (ବି=ଅସତ୍+ମାର୍ଗ=ପଥ) — ଅବାଟ — A path not used as a road; a wrong way
- ସଂ. ବି. (ବି=ଅସତ୍+ମାର୍ଗ=ପଥ) — (ବି+ମୃଜ୍ ଧାତୁ+ କରଣ ଅ)—ସମ୍ମାର୍ଜନୀ — A broom; a sweeping brush