ବିଭାଗ Bibhāga
- ସଂ. ବି (ବି+ଭଜ୍ ଧାତୁ+ଭାବ. ଅ) — ଭାଗ; ଅଂଶ — A share
- ସଂ. ବି (ବି+ଭଜ୍ ଧାତୁ+ଭାବ. ଅ) — ବଣ୍ଟନ — Division
- ସଂ. ବି (ବି+ଭଜ୍ ଧାତୁ+ଭାବ. ଅ) — ବଣ୍ଟରା — Partition
- ସଂ. ବି (ବି+ଭଜ୍ ଧାତୁ+ଭାବ. ଅ) — (+କର୍ମ. ଅ) ଦାୟ ବା ପୈତୃକ ସମ୍ପତ୍ତିର ଦାୟାଦମାନଙ୍କ ମଧ୍ୟରେ ବଣ୍ଟନ — Partition of paternal estate
- ସଂ. ବି (ବି+ଭଜ୍ ଧାତୁ+ଭାବ. ଅ) — ଖଣ୍ଡ — Piece; lot
- ସଂ. ବି (ବି+ଭଜ୍ ଧାତୁ+ଭାବ. ଅ) — (ଗଣିତ) ଭଗ୍ନାଂଶର ଭାଜ୍ୟ ସଂଖ୍ୟା — (mathematics) The numerator of a fraction
- ସଂ. ବି (ବି+ଭଜ୍ ଧାତୁ+ଭାବ. ଅ) — (ଗଣିତ) ଭଗ୍ନାଂଶ — (mathematics) Fraction
- ଦେ. ବି — ସରକାରୀ ବା ସାଧାରଣ କର୍ମର ଓ କର୍ମଚାରୀଙ୍କର ବିଭାଗ; ଡିପାର୍ଟମେଣ୍ଟ; ଇଲାକା — A department of Government; public department; an establishment
- ଦେ. ବି — ରାଜ୍ୟ ଶାସନାର୍ଥ କୃତ ପ୍ରଦେଶର ସ୍ୱତନ୍ତ୍ର ଅଂଶ — A division of a province
- ଦେ. ବି — (ଯଥା—ଓଡ଼ିଶା ବିଭାଗ)
- ଦେ. ବି — [ଦ୍ର— ଇଂରାଜୀ ଶାସିତ ଭାରତବର୍ଷ କେତେଗୁଡ଼ିଏ ପ୍ରଦେଶରେ, ପ୍ରତ୍ୟେକ ପ୍ରଦେଶ କେତେକ ବିଭାଗରେ, ପ୍ରତ୍ୟେକ ବିଭାଗ ଗୁଡ଼ିଏ ଜିଲ୍ଲାରେ, ପ୍ରତ୍ୟେକ ଜିଲ୍ଲା କେତେକ ସବ୍ଡ଼ିଭିଜନ୍ ବା ମହକୁମାରେ ପ୍ରତି ସବ୍ଡ଼ିଭିଜନ୍ କେତେକ ଥାନାରେ ଓ ପ୍ରତ୍ୟେକ ଥାନା କେତେଗୁଡ଼ିଏ ଗ୍ରାମପୁଞ୍ଜ ବା ପ୍ରଗନାରେ ବିଭକ୍ତ ହୋଇଅଛି।]