ବିଭା ପାଞ୍ଚି Bibhā pān̄chi
- ଦେ. ବି — ବର ଓ କନ୍ଯା ବିବାହ ବେଦିରେ ଯେଉଁ ଲୁଗା, ପିନ୍ଧନ୍ତି — Pieces of cloth worn by the bride and the bridegroom at the marriage alter
- ଦେ. ବି — [ଦ୍ର— କନ୍ୟାର ବିବାହ କାଳୀନ ପରିମେୟ ବସ୍ତ୍ରକୁ ବଉଳ ବା(ପା)ଟ ବୋଲାଯାଏ ଓ ବରର ବସ୍ତ୍ରକୁ ପାଞ୍ଚି ବୋଲା— ଯାଏ।]