ବିଭାଈ Bibhāī

  • ଦେ. ବିଣ. ସ୍ତ୍ରୀ — ବିବାହିତା; ଯାହାକୁ ବିବାହ କରାଯାଇଥାଏ; ବେହୀ — Married (wife)
  • ଦେ. ବି. ସ୍ତ୍ରୀ — ନିଜର ବିବାହିତା ସ୍ତ୍ରୀ — One's married wife
  • ଦେ. ବି. ସ୍ତ୍ରୀ — [ଉ— ସ୍ତୀରୀ ମଧ୍ୟରେ ବଡ଼ ପାଟ ମୁହିଁ, ମୋହର ପଛେ ଆଉ ଯେ ବିଭାଈ। ପ୍ରାଚୀ. ରହସ୍ୟମଞ୍ଜରୀ।]