ବିଭାକର Bibhākara

  • ସଂ. ବିଣ (ବିଭା+କୃ ଧାତୁ+କର୍ତ୍ତୃ. ଅ) — ଦୀପ୍ତିଜନକ — Illuminating
  • ସଂ. ବି — ସୂର୍ଯ୍ୟ — The sun
  • ସଂ. ବି — ଅଗ୍ନି — Fire
  • ସଂ. ବି — ଅର୍କ ବୃକ୍ଷ — Calotropis Gigantea (plant)